ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଗର୍ଭଧାରଣ ପାଇଁ ପ୍ଲାନ୍ କରିବା ବେଳେ କେତେକ ମହିଳାଙ୍କର ଗର୍ଭ ରହିପାରେ ନାହିଁ, ଏହାର କାରଣ ଟ୍ୟୁବାଲ ବ୍ଲକେଜ୍ ହୋଇପାରେ ବୋଲି ଡାକ୍ତର କୁହନ୍ତି।
ଟ୍ୟୁବାଲ ବ୍ଲକେଜ କ’ଣ, ଟ୍ୟୁବାଲ ବ୍ଲକେଜର କୌଣସି ଲକ୍ଷଣ ଦେଖାଯାଏ କି, ଏହାର କାରଣ କ’ଣ ଓ ଟ୍ୟୁବାଲ ବ୍ଲକେଜର ଚିକିତ୍ସା କେମିତି କରାଯାଏ, ସେ ସମ୍ପର୍କରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ମୋନିକା ଗୁପ୍ତାଙ୍କଠାରୁ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #TubalBlockage #BlockedFallopian #Symptoms #Treatment #DoctorsAdvice #OdiaHealthTips