ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆମେ ସମସ୍ତେ ଛୋଟ ପିଲାଙ୍କର ଗ୍ରହଣ ଖଣ୍ଡିଆ ହୋଇଥିବାର ଦେଖିଛେ। ସର୍ଜରି କରି ଏବେ ଗ୍ରହଣ ଖଣ୍ଡିଆ ଠିକ୍ ହୋଇପାରୁଛି।

ତେବେ ଗ୍ରହଣ ଖଣ୍ଡିଆ କ’ଣ, ଗ୍ରହଣ ଖଣ୍ଡିଆକୁ ଠିକ୍ କରିହେବ ନା ନାହିଁ, ଗ୍ରହଣ ଖଣ୍ଡିଆ ସର୍ଜରି ପରେ ସ୍ପିଚ୍ ଥେରାପିର ଗୁରୁତ୍ଵ କ’ଣ ରହିଛି, ସେ ସମ୍ପର୍କରେ ଅଡିଓଲୋଜିଷ୍ଟ ଓ ସ୍ପିଚ୍‌ ଥେରାପିଷ୍ଟ ଲୋପାମୁଦ୍ରା ତ୍ରିପାଠୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #CleftLip #Treatment #Causes #Prevention #DoctorAdvice #OdiaHealthTips

Comment