ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ସମୟରେ ଯୁବାବସ୍ଥାରେ ଆଣ୍ଠୁ ବ୍ୟଥା ହେବା, ଆଣ୍ଠୁ ଦରଜ ହେବା ଭଳି ସମସ୍ୟା ଦେଖାଦେଉଛି। ବର୍ତ୍ତମାନର ଜୀବନଶୈଳୀ ଏବଂ ସଠିକ୍‌ ଡାଏଟ୍‌ର ଅଭାବ ଏହାର ପ୍ରମୁଖ କାରଣ ବୋଲି ଡାକ୍ତର କୁହନ୍ତି।

ଯୁବାବସ୍ଥାରେ କାହିଁକି ବଢ଼ୁଛି ଆଣ୍ଠୁ ଗଣ୍ଠି ସମସ୍ୟା, ଯୁବାବସ୍ଥାରେ ଆଣ୍ଠୁ ବିନ୍ଧା ସମସ୍ୟାକୁ କେମିତି ଏଡେଇ ହେବ, ସେ ସମ୍ପର୍କରେ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଚନ୍ଦନ କୁମାର ପଣ୍ଡାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #KneePain #Treatment #Causes #Prevention #DoctorAdvice #OdiaHealthTips

Comment