ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

କେତେକ ଲୋକଙ୍କର ଯାତ୍ରା କରିବା ସମୟ ବାନ୍ତି ହେବା, ମୁଣ୍ଡ ବିନ୍ଧିବା ଭଳି ଲକ୍ଷଣ ଦେଖାଦିଏ। ଏହାକୁ ମୋସନ ସିକନେସ ବୋଲି କୁହାଯାଏ।

ଯାତ୍ରା କରିବା ବେଳେ କାହିଁକି ବାନ୍ତି ହୁଏ, ମୋସନ ସିକନେସର କାରଣ କ’ଣ, କେଉଁମାନଙ୍କଠାରେ ଏହି ସମସ୍ୟା ଅଧିକ ହୋଇଥାଏ ଓ ମୋସନ ସିକନେସର ଚିକିତ୍ସା କେମିତି କରାଯାଏ, ସେ ସମ୍ପର୍କରେ ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱସ୍ତିକ ଆଚାର୍ଯ୍ୟଙ୍କଠାରୁ ଅଧିକ ଜାଣିବା ପାଇଁ  ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #MotionSickness #Healthcare #Treatment #causes #Prevention #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here