ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଗଳା ସଂକ୍ରମଣ ହେଲେ ଗଳା ଦରଜ ହେବା, ଛେପ ଢୋକିବା ବେଳେ କଷ୍ଟ ଅନୁଭବ ହେବା, ତଣ୍ଟି ବସିଯିବା ଭଳି ଲକ୍ଷଣ ଦେଖାଦିଏ। ଗଳା ସଂକ୍ରମଣ ଅଧିକ ଦିନ ଧରି ଲାଗି ରହିଲେ ସ୍ୱର ମଧ୍ୟ ବଦଳି ଯାଇପାରେ। ତେଣୁ ସଠିକ ସମୟରେ ଏହାର ଚିକିତ୍ସା କରିବା ନିହାତି ଜରୁରୀ ବୋଲି ଡାକ୍ତର କୁହନ୍ତି।
ତେବେ ଗଳା ସଂକ୍ରମଣ କାହିଁକି ହୁଏ, ଗଳା ସଂକ୍ରମଣକୁ କେମିତି ଚିହ୍ନି ହେବ ଓ ଗଳା ସଂକ୍ରମଣ ଥିଲେ କେଉଁ ଦିଗ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ, ସେ ସମ୍ପର୍କରେ ବିଶିଷ୍ଟ କଣ୍ଠ, ନାଶା ଓ ଗଳା ରୋଗ ବିଶେଷଜ୍ଞ ଡାକ୍ତର ରୋହିତ ଅଗ୍ରଓ୍ଵାଲଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #ThroatInfection #Pharyngitis #Healthcare #Treatment #causes #Prevention #OdiaHealthTips #DoctorAdvice