ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସୁନ୍ଦର ଏବଂ ରିଙ୍କଲ୍‌ସ ବିହୀନ ମୁହଁ ସମସ୍ତଙ୍କର ପସନ୍ଦ। ଯଦି ମୁହଁରେ ରିଙ୍କଲ୍‌ସ ଆସିଯାଏ ଏହା ରିଙ୍କଲ୍ସ ଆସୁଥିବା ବ୍ୟକ୍ତିଙ୍କ ଚିନ୍ତା ବଢ଼ାଇଦିଏ। ଅସ୍ଵାସ୍ଥ୍ୟକର ଖାଦ୍ୟପେୟ, ନିଦ୍ରାହୀନତା, ଧୂମପାନ ଓ ମଦ୍ୟପାନ ଯୋଗୁଁ କମ୍‌ ବୟସରୁ ମଧ୍ୟ ମୁହଁରେ କୁଞ୍ଚ ବା ରିଙ୍କଲ୍‌ସ ପଡ଼ିବା ଭଳି ସମସ୍ୟା ଦେଖାଦିଏ।

ତେବେ ମୁହଁରେ ପଡ଼ିଥିବା ରିଙ୍କଲ୍‌ସ କେମିତି ଦୂର ହେବ, ରିଙ୍କଲ୍‌ସ ଦୂର କରିବାକୁ କେମିତି ହେବା ଦରକାର ଡାଏଟ, ସେ ସମ୍ପର୍କରେ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ମୋନାଲି ପଟ୍ଟନାୟକଙ୍କଠାରୁ ଜାଣିବା ପାଇଁ  ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Wrinkles #Healthcare #Treatment #causes #Prevention #OdiaHealthTips #DoctorAdvice

Comment