ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ୟୁରୋପିଆନ୍‌ ଦେଶ ତୁଳନାରେ ଭାରତରେ ହୃଦ୍‌ରୋଗୀଙ୍କ ସଂଖ୍ୟା ବେଶୀ। ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ଅଧିକ ଛଣାଛଣି ଖାଦ୍ୟ ଖାଇବା, ଶାରୀରିକ ପରିଶ୍ରମର ଅଭାବ ତଥା ମଧୁମେହ ଓ ଉଚ୍ଚ ରକ୍ତଚାପ ଯୋଗୁଁ ହୃଦ୍‌ ଜନିତ ସମସ୍ୟା ଅଧିକ ଦେଖାଦେଉଛି ବୋଲି ଡାକ୍ତର କୁହନ୍ତି।

ତେବେ ସୁସ୍ଥ ହାର୍ଟ ପାଇଁ କେମିତି ହେବା ଦରକାର ଜୀବନଶୈଳୀ, କେମିତି ନିଜର ଯତ୍ନ ନେବେ, ସେ ସମ୍ପର୍କରେ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କଠାରୁ ଅଧିକ ଜାଣିବା ପାଇଁ  ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #HealthyHeart #Healthcare #Treatment #causes #Prevention #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here