ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ବର୍ତ୍ତମାନର ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା ଏବେ ଅନେକ ରୋଗର କାରଣ ପାଲଟୁଛି। ଏହାରି ମଧ୍ୟରେ ସବୁଠାରୁ ଆଗରେ ରହିଛି ଡାଏବେଟିସ୍। ଘରେ ଘରେ କାହାକୁ ନା କାହାକୁ ଡାଏବେଟିସ୍ ହୋଇଥିବା ଦେଖିବାକୁ ମିଳୁଛି।
ଡାଏବେଟିସ୍ ବିଭିନ୍ନ ରୋଗର କାରଣ ପାଲଟୁଛି। ତେଣୁ ଡାଏବେଟିସ୍ର ପରିଚାଳନା କରିବା ନିହାତି ଜରୁରୀ ବୋଲି ଡାକ୍ତର କୁହନ୍ତି।
ଡାଏବେଟିସ୍ କ’ଣ, ଡାଏବେଟିସ୍ ସମସ୍ୟା କାହିଁକି ବଢ଼ୁଛି ଏବଂ କେମିତି ଡାଏବେଟିସ ପରିଚାଳନା କରିବେ, ସେ ସମ୍ପର୍କରେ ଭେଷଜ ବିଶେଷଜ୍ଞ ଡାକ୍ତର ସୁଧୀର ପଟ୍ଟନାୟକଙ୍କଠାରୁ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Diabetes #Treatment #causes #OdiaHealthTips #DoctorAdvice