ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଉଚ୍ଚ ରକ୍ତଚାପ ଭଳି ନିମ୍ନ ରକ୍ତଚାପ ବା ଲୋ ବ୍ଲଡପ୍ରେସର ମଧ୍ୟ ଚିନ୍ତାର ବିଷୟ। ରକ୍ତଚାପ କମ୍‌ ହେଲେ ମଧ୍ୟ ଏହା ବିଭିନ୍ନ ରୋଗକୁ ନିମନ୍ତ୍ରଣ କରିଥାଏ। ନିମ୍ନ ରକ୍ତଚାପ ଯୋଗୁଁ ମୁଣ୍ଡ ବୁଲାଇବା, ଅଚେତ ହୋଇଯିବା, ବାନ୍ତି ହେବା ଭଳି ବିଭିନ୍ନ ଲକ୍ଷଣ ଦେଖାଦିଏ ବୋଲି ଡାକ୍ତର କୁହନ୍ତି।

ତେବେ ଲୋ ବ୍ଲଡପ୍ରେସର କ’ଣ, ଲୋ ବ୍ଲଡପ୍ରେସର କାହିଁକି ହୁଏ ଏବଂ କିପରି ଏହାର ଚିକିତ୍ସା କରାଯାଏ, ସେ ସମ୍ପର୍କରେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ମେଘନାଦ ମେହେରଙ୍କଠାରୁ ଅଧିକ ଜାଣିବା ପାଇଁ  ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Bloodpressure #LowBloodPressure #Treatment #causes #OdiaHealthTips #DoctorAdvice

Comment