ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଗର୍ଭାବସ୍ଥାରେ ବାନ୍ତି ହେବା ସାଧାରଣ କଥା। ହେଲେ ବାନ୍ତି ଯୋଗୁଁ ଖାଇବା ପିଇବାରେ ଅସୁବିଧା ହେଲେ ବିଭିନ୍ନ ଶାରୀରିକ ସମସ୍ୟା ହୋଇପାରେ। ତେଣୁ ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

ତେବେ ଗର୍ଭାବସ୍ଥାରେ ବାନ୍ତି କାହିଁକି ହୁଏ ଏବଂ ବାନ୍ତି ହେଲେ କ’ଣ କରିବେ, ସେ ସମ୍ପର୍କରେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ପାଣି କ’ଣ କହୁଛନ୍ତି ଜାଣିବା ପାଇଁ  ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Vomiting #Pregnancy #causes #Prevention #OdiaHealthTips #DoctorAdvice

Comment