ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପରିସ୍ରାରେ ରକ୍ତ ପଡ଼ିବା କୌଣସି ସାଧାରଣ ରୋଗ ନୁହେଁ। ଏହା କ୍ୟାନ୍ସର ହୋଇଥାଇପାରେ ବୋଲି ଡାକ୍ତର କୁହନ୍ତି।

ତେବେ ପରିସ୍ରାରେ କାହିଁକି ରକ୍ତ ପଡ଼ିଥାଏ, ଏହାକୁ କିପରି ରୋକିବେ, ପରିସ୍ରାରେ ରକ୍ତ ପଡ଼ିଲେ ଏହାର ଚିକିତ୍ସା କେମିତି କରାଯାଏ, ସେ ସମ୍ପର୍କରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ପ୍ରିୟବ୍ରତ ଦାସଙ୍କଠାରୁ ଅଧିକ ଜାଣିବା ପାଇଁ  ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #BloodinUrine #Hematuria #Treatment #causes #Prevention #OdiaHealthTips #DoctorAdvice

Comment