ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବିଭିନ୍ନ ସମୟରେ ସ୍ତନ କର୍କଟକୁ ଚିହ୍ନିବାରେ ବିଳମ୍ବ ହୋଇଯାଏ। ଫଳରେ ପୀଡ଼ିତଙ୍କୁ ବିଭିନ୍ନ ଜଟିଳତାର ସମ୍ମୁଖିନ ହେବାକୁ ପଡ଼େ। ସ୍ତନ କର୍କଟକୁ ଆଗୁଆ ଚିହ୍ନି ପାରିଲେ ଏହାର ଜଟିଳତାକୁ ରୋକି ହେବ। ତେଣୁ ନିୟମିତ ବ୍ୟବଧାନରେ ସ୍ତନର ପରୀକ୍ଷା କରାଇବା ଜରୁରୀ ବୋଲି ଡାକ୍ତର କୁହନ୍ତି।

ତେବେ ସ୍ତନ କର୍କଟକୁ ଚିହ୍ନିବେ କିପରି, କେଉଁମାନଙ୍କୁ ସ୍ତନ କର୍କଟ ହେବାର ଆଶଙ୍କା ରହିଛି, ସ୍ତନ କର୍କଟର ଚିକିତ୍ସା କିପରି କରାଯାଏ ଏବଂ ସ୍ତନ କର୍କଟର ଚିକିତ୍ସା ପରେ କେମିତି ହେବା ଦରକାର ଜୀବନଶୈଳୀ, ସେ ବିଷୟରେ ବିଶିଷ୍ଟ କ୍ୟାନ୍ସର ସର୍ଜନ ଡାକ୍ତର ଅମିତାଭ ଜେନାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #BreastCancer #Diagnosis #Treatment #causes #Prevention #OdiaHealthTips #DoctorAdvice

Comment