ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ହାର୍ଟକୁ ସୁସ୍ଥ ରଖିବା ପାଇଁ ସୁସ୍ଥ ଜୀବନଶୈଳୀ ଏବଂ ସୁଷମ ଖାଦ୍ୟର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ବୋଲି ଡାଏଟିସିଆନ କୁହନ୍ତି।

ସୁସ୍ଥ ହାର୍ଟ ପାଇଁ କେଉଁ ଭଳି ଖାଦ୍ୟ ଖାଇବା ଆବଶ୍ୟକ, ସୁସ୍ଥ ହାର୍ଟ ପାଇଁ ସଠିକ୍ ଡାଏଟ୍‌ର ଭୂମିକା କ’ଣ, ସେ ସମ୍ପର୍କରେ ଡାଏଟିସିଆନ ସ୍ଵାତୀ ମହାପାତ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Diet #HealthyHeart #HeartCare # #OdiaHealthTips #DoctorAdvice

Comment