ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଯଦି ଛୋଟ ପିଲାଙ୍କର ଆଖିରେ କୌଣସି ସମସ୍ୟା ହୁଏ ବା ସେମାନଙ୍କର ଦୃଷ୍ଟିଶକ୍ତି କମିଯାଏ, ସେମାନେ କହିପାରନ୍ତି ନାହିଁ। ତେବେ ସେହି ପରିସ୍ଥିତିରେ ପିଲାଙ୍କର ଆଖି ସମସ୍ୟା ଅଛିକି ନାହିଁ କେମିତି ଜାଣିବେ ଅଭିଭାବକ, ସେ ସମ୍ପର୍କରେ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ଏସ୍‌ ଜୟଲକ୍ଷ୍ମୀ କ’ଣ କହୁଛନ୍ତି, ଜାଣିବା ପାଇଁ  ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #EyeProblem #ChildCare #OdiaHealthTips #DoctorAdvice

Comment