ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ରାତି ଅନିଦ୍ରା ଓ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଆଖି ତଳେ କଳା ଦାଗ ପଡ଼ିଯାଏ। ଏହାକୁ ନେଇ ଅନେକ ଲୋକ ଚିନ୍ତାରେ ପଡ଼ିଯାଆନ୍ତି।

ତେବେ ଆଖି ତଳେ କଳା ଦାଗ କାହିଁକି ହୁଏ ଓ ଏହା କେମିତି ଦୂର ହେବ, ସେ ସମ୍ପର୍କରେ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ନିବେଦିତା ପାତ୍ର କ’ଣ କହୁଛନ୍ତି, ଜାଣିବା ପାଇଁ  ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #UnderEyeDarkCircles #Prevention #Treatment #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here