ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସାଧାରଣତଃ ଅଷ୍ଟିଓ ଆର୍ଥ୍ରାଇଟିସ୍‌ ବା ଆଣ୍ଠୁଜନିତ ଗଣ୍ଠିବାତ ହେଉଛି ବୟସ ଜନିତ ସମସ୍ୟା। ହେଲେ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଏହି ସମସ୍ୟା ଏବେ ବଢ଼ିଚାଲିଛି। ପ୍ରାରମ୍ଭିକ ଅବସ୍ଥାରୁ ଏହାର ଚିକିତ୍ସା କରାଗଲେ ସର୍ଜରୀ ଭଳି ସ୍ଥିତିକୁ ଏଡ଼ାଇ ଦିଆଯାଇପାରିବ ବୋଲି ଡାକ୍ତର କୁହନ୍ତି।

ତେବେ ଅଷ୍ଟିଓ ଆର୍ଥ୍ରାଇଟିସ୍‌, ମୋଟାପଣ ଅଷ୍ଟିଓ ଆର୍ଥ୍ରାଇଟିସ୍‌ର କାରଣ ହୋଇପାରେ କି, ଅଷ୍ଟିଓ ଆର୍ଥ୍ରାଇଟିସ୍‌କୁ ରୋକି ହେବ କି, ସର୍ଜରୀର ଆବଶ୍ୟକତା କେତେବେଳେ ପଡ଼େ, ସେ ସମ୍ପର୍କରେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସୁନୀଲ କୁମାର ଦାଶଙ୍କଠାରୁ ଅଧିକ ଜାଣିବା ପାଇଁ  ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Osteoarthritis #Causes #Treatment #causes #Prevention #OdiaHealthTips #DoctorAdvice

Comment