ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଅସ୍ଵାସ୍ଥ୍ୟକର ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଏବେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି। ସେଥିମଧ୍ୟରୁ ଗ୍ୟାସ ଓ ବଦହଜମୀ ଅନ୍ୟତମ।
ତେବେ ବଦହଜମୀ କାହିଁକି ହୁଏ, ଖାଦ୍ୟ ଭଲରେ ହଜମ ହେବା ପାଇଁ କ’ଣ କରିବେ, ସେ ସମ୍ପର୍କରେ ଡାଏଟିସିଆନ ଯସ୍ମିନ ହବିବଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Indigestion #Causes#Treatment #OdiaHealthTips #DoctorAdvice















