ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଶରୀରରେ କ୍ୟାଲସିୟମ ଅଭାବ ହେଲେ ବିଭିନ୍ନ ସମସ୍ୟା ହୋଇଥାଏ। କ୍ୟାଲସିୟମ ଅଭାବରୁ ଆଣ୍ଠୁଗଣ୍ଠି ସମସ୍ୟା ଓ ଅଷ୍ଟିଓପୋରସିସ ଆଦି ସମସ୍ୟା ଦେଖାଦେଇଥାଏ।
ତେବେ କ୍ୟାଲସିୟମ ଅଭାବ କାହିଁକି ହୁଏ, ଶରୀର ପାଇଁ କ୍ୟାଲସିୟମର ଗୁରୁତ୍ଵ କେତେ, କ୍ୟାଲସିୟମ ଅଭାବ ହେଲେ କେଉଁ ସବୁ ସମସ୍ୟା ହୋଇପାରେ ଓ କ୍ୟାଲସିୟମ ଅଭାବ କେମିତି ଦୂର ହେବ, ସେ ସମ୍ପର୍କରେ ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ଶୁଧାଂଶୁ ଶେଖର ସେଠୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #CalciumDeficiency #Causes #Treatment #OdiaHealthTips #DoctorAdvice








