ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ସମୟରେ ହୃଦଘାତ ଭଳି ସାଂଘାତିକ ରୋଗ ଯେକୌଣସି ବୟସର ଲୋକଙ୍କୁ ପ୍ରଭାବିତ କରୁଛି। ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟପେୟରେ ଅନିୟମିତତା ଏବଂ ବ୍ୟାୟାମର ଅଭାବ ଏହାର ମୁଖ୍ୟ କାରଣ ବୋଲି ଡାକ୍ତର କୁହନ୍ତି।

ତେବେ କେଉଁମାନଙ୍କୁ ହୃଦଘାତ ହେବାର ଆଶଙ୍କା ରହିଛି, ହୃଦଘାତର ଲକ୍ଷଣକୁ କେମିତି ଚିହ୍ନିବେ ଏବଂ ଅଚାନକ ହୃଦଘାତ ହେଲେ କ’ଣ କରିବେ, ସେ ସମ୍ପର୍କରେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #HeartAttack #HeartCare #Causes #Treatment #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here