ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଗର୍ଭାଶୟର ତଳ ପାଖରେ ଥିବା ସର୍ଭିକ୍ସରେ ହେଉଥିବା କର୍କଟ ରୋଗକୁ ସର୍ଭାଇକାଲ କ୍ୟାନ୍ସର ବା ଜରାୟୁ କର୍କଟ ରୋଗ କୁହାଯାଏ। ସାଧାରଣତଃ ହ୍ୟୁମାନ ପାପିଲୋମା ଭୂତାଣୁ ସଂକ୍ରମଣ ଯୋଗୁଁ ମହିଳାଙ୍କଠାରେ ଏହି କର୍କଟ ରୋଗ ଦେଖାଦେଇଥାଏ ବୋଲି ଡାକ୍ତର କୁହନ୍ତି।
ତେବେ ସର୍ଭାଇକାଲ କ୍ୟାନ୍ସର କ’ଣ, ଏହା କାହଁକି ହୁଏ, ସର୍ଭାଇକାଲ କ୍ୟାନ୍ସରକୁ କେମିତି ଚିହ୍ନିବେ ଏବଂ ଏହାକୁ ରୋକି ହେବକି, ସେ ସମ୍ପର୍କ ବିଶିଷ୍ଟ କ୍ୟାନ୍ସର ସର୍ଜନ ଅମିତାଭ ଜେନାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #CervicalCancer #Causes #Treatment #OdiaHealthTips #DoctorAdvice