ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ମହିଳାମାନେ ଶାରୀରିକ ଏବଂ ମାନସିକ ଭାବରେ ସୁସ୍ଥ ରହିବା ପାଇଁ ନିୟମିତ ବ୍ୟାୟାମ କରିବା ସହ ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଖାଇବା ଦରକାର। ଏହା ସହିତ ନିୟମିତ ବ୍ୟବଧାନରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବାର ଆବଶ୍ୟକତା ରହିଛି। ଫଳରେ ମହିଳାମାନେ ରୋଗରୁ ଦୂରେଇ ରହିପାରିବା ସହ ଫିଟ୍ ରହିପାରିବେ ବୋଲି ଡାକ୍ତର କୁହନ୍ତି।

ତେବେ ମହିଳାମାନେ କେମିତି ରହିବେ ଫିଟ୍, ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା କେତେ ଜରୁରୀ, ମହିଳାଙ୍କ ସ୍ଵାସ୍ଥ୍ୟ ପାଇଁ ପରିବାରର କର୍ତ୍ତବ୍ୟ କ’ଣ, ସେ ସମ୍ପର୍କରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ହର୍‌ପ୍ରିତ୍ କୌରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #WomenCare #HealthyLifestyle #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here