ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ସାଇଟିସ୍‌ ଏକ ପ୍ରଦାହଜନିତ ରୋଗ। ସାଧାରଣତଃ ଏହା କାନ୍ଧ, କହୁଣୀ ଏବଂ ତଳି ଅଣ୍ଟାର ଗଣ୍ଠିଗୁଡ଼ିକରେ ହୋଇଥାଏ। ଏହି ସମସ୍ୟା ହେଲେ ଗଣ୍ଠିରେ ଯନ୍ତ୍ରଣା ହେବା, ଫୁଲିଯିବା ବା ନାଲି ପଡ଼ିଯିବା ଭଳି ସମସ୍ୟା ହୋଇଥାଏ।

ତେବେ ବର୍ସାଇଟିସ୍ କାହିଁକି ହୁଏ, ବର୍ସାଇଟିସ୍‌ର ଲକ୍ଷଣକୁ କେମିତି ଚିହ୍ନିବେ ଏବଂ ଏହାର ଚିକିତ୍ସା କିପରି କରାଯାଏ, ସେ ସମ୍ପର୍କରେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଆଲୋକ ପୃଷ୍ଟିଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Bursitis #Symptoms #Treatment #HealthyLifestyle #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here