ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ମଧୁମେହ ବା ଡାଏବେଟିସ୍ ଶରୀରର ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ। ଏହାର ପ୍ରଭାବ ଆମ ଦାନ୍ତ ଉପରେ ମଧ୍ୟ ପଡ଼ିଥାଏ ବୋଲି ଡାକ୍ତର କୁହନ୍ତି।
ତେବେ ମଧୁମେହ ଦାନ୍ତକୁ କିଭଳି ପ୍ରଭାବିତ କରେ, ମଧୁମେହ ଯୋଗୁଁ ହେଉଥିବା ଦାନ୍ତ ସମସ୍ୟାକୁ କେମିତି ରୋକିବେ ଏବଂ ଦାନ୍ତ ସମସ୍ୟାର ଚିକିତ୍ସା କିଭିଳି କରିବେ, ସେ ସମ୍ପର୍କରେ ଦାନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଲିପ୍ସା ପାଢ଼ୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Diabetes #DentalProblem #Causes #Treatment #OdiaHealthTips #DoctorAdvice