ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ରକ୍ତରେ ଲୌହ ରକ୍ତ କଣିକା, ଶ୍ୱେତ ରକ୍ତକଣିକା ଏବଂ ପ୍ଲେଟ୍‌ଲେଟ୍‌ ରହିଛି। ଶ୍ୱେତ ରକ୍ତ କଣିକା ସାଧାରଣ ସ୍ତରଠାରୁ ଅଧିକ ବୃଦ୍ଧି ପାଇଲେ ଶରୀରରେ ସଂକ୍ରମଣ ହୋଇପାରେ, ପ୍ରଦାହ ହୋଇପାରେ କିମ୍ବା ବ୍ଲଡ୍‌ କ୍ୟାନ୍ସର ହୋଇପାରେ।

ତେବେ ରକ୍ତ କର୍କଟ କାହିଁକି ହୁଏ, ରକ୍ତ କର୍କଟକୁ ଚିହ୍ନିବେ କିପରି ଓ ରକ୍ତ କର୍କଟର ଚିକିତ୍ସା କିପରି କରାଯାଏ, ସେ ସମ୍ପର୍କରେ ବିଶିଷ୍ଟ ହେମାଟୋ ଅଙ୍କୋଲୋଜିଷ୍ଟ ପ୍ରଫେସର ଡାକ୍ତର ନଳିନୀ ପତିଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #BloodCancer #Leukemia #Causes #Treatment #OdiaHealthTips #DoctorAdvice

Comment