ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ସମୟରେ ମଣିଷ ଏକ ବ୍ୟସ୍ତବହୁଳ ଜୀବନ ଦେଇ ଗତି କରୁଛି। ଭୋକ ଲାଗିଲା ମାତ୍ରେ ପୋଷଣ ଯୁକ୍ତ ଖାଦ୍ୟ ପରିବର୍ତ୍ତେ ବାହାରର ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବାକୁ ପଡ଼ୁଛି, ଯାହା ଶରୀରରେ ନାନା ରୋଗ ସୃଷ୍ଟି କରିଥାଏ। ତେଣୁ କେବଳ ଖାଦ୍ୟ ଖାଇବା ନୁହେଁ, ପ୍ରତିଦିନ ସନ୍ତୁଳିତ ଆହାର ନେବାର ଆବଶ୍ୟକତା ରହିଛି।

ସୁସ୍ଥ ଶରୀର ପାଇଁ ବାଲାନ୍ସ ଡାଏଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ଫଳରେ ଆପଣଙ୍କ ଖାଦ୍ୟ ତାଲିକା ହିଁ ଆପଣଙ୍କ ସୁସ୍ଥତାର ପ୍ରମାଣ ଦେବ ବୋଲି ଡାଏଟିସିଆନ କୁହନ୍ତି।

ତେବେ ସୁସ୍ଥ ରହିବା ପାଇଁ କ’ଣ ଖାଇବେ, ବାଲାନ୍ସ ଡାଏଟ କ’ଣ, ଦିନ ତମାମ ଖାଦ୍ୟ ତାଲିକା କେମିତି ରହିବା ଦରକାର ଏବଂ ଶରୀରକୁ ସୁସ୍ଥ ରଖିବା ପାଇଁ କ’ଣ ରହିବ ଡାଏଟ୍ ପ୍ଲାନ, ସେ ସମ୍ପର୍କରେ ଡାଏଟିସିଆନ୍ ସ୍ୱାତୀ ମହାପାତ୍ରାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Diet #HealthyDiet #BalancedDiet #HealthyEating #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here