ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ତୁଣ୍ଡ ଘା’ ହେଉଛି ଏକ ସାଧାରଣ ସମସ୍ୟା। କିନ୍ତୁ ଏହା ଯନ୍ତ୍ରଣା ଦାୟକ। ତୁଣ୍ଡ ଘା’ ହେଲେ ଖାଇବା ପିଇବାରେ ବହୁତ ଅସୁବିଧା ହୋଇଥାଏ।

ତେବେ ତୁଣ୍ଡ ଘା’ କାହିଁକି ହୁଏ ଏବଂ ଏହା କେମିତି ଭଲ ହେବ, ସେ ସମ୍ପର୍କରେ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଏଲିନା ଚୌଧୁରୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #MouthUlcer #Causes #Treatment #OdiaHealthTips #DoctorAdvice

Comment