ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଣ୍ଠୁ ସର୍ଜରୀ ପରେ ସଂକ୍ରମଣ ହେବାର ବିଭିନ୍ନ କାରଣ ଥାଏ ଏବଂ ସଂକ୍ରମଣ ହେଲେ ପୁଣି ଥରେ ସର୍ଜରୀର ଆବଶ୍ୟକତା ମଧ୍ୟ ପଡ଼ିପାରେ।

ତେବେ ଆଣ୍ଠୁ ସର୍ଜରୀ ପରେ ଇନଫେକ୍ସନକୁ କେମିତି ଏଡାଇବେ, ସେ ସମ୍ପର୍କରେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସୁନୀଲ କୁମାର ଦାଶଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #KneeSurgery #Infection #Causes #Treatment #OdiaHealthTips #DoctorAdvice

Comment