ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପରୀକ୍ଷା ସମୟରେ ପିଲାମାନଙ୍କଠାରେ ଚାପ ଅନୁଭବ ହେବା ସ୍ୱାଭାବିକ। ହେଲେ କେତେକ ସମୟରେ ପିଲାମାନଙ୍କଠାରେ ଏତେ ଷ୍ଟ୍ରେସ୍‌ ବଢ଼ିଯାଏ ଯେ, ପିଲା ପରୀକ୍ଷାରେ ସଠିକ ପ୍ରଦର୍ଶନ କରିପାରେ ନାହିଁ। ତେଣୁ ଏହି ସମୟରେ ଅଭିଭାବକମାନେ ବିଶେଷ ଯତ୍ନବାନ ହେବା ଆବଶ୍ୟକ।

ତେବେ ପରୀକ୍ଷା ସମୟରେ ପିଲାଙ୍କଠାରେ କେଉଁଭଳି ଚାପ ଥାଏ, ପରୀକ୍ଷା ସମୟରେ ଅଭିଭାବକଙ୍କ ଭୂମିକା ଓ ପିଲାମାନଙ୍କୁ କିପରି ସାହାଯ୍ୟ କରିବେ, ସେ ସମ୍ପର୍କରେ ମନସ୍ତତ୍ୱବିତ୍‌ ନିଧି ଗର୍ଗଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #ExamPressure #Tress #ParentalTips #OdiaHealthTips #DoctorAdvice

Comment