ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ଦଶହରା ପାଇଁ ଚଳଚଞ୍ଚଳ ହୋଇଉଠିଥିଲା କଟକ ସହର। ପ୍ରତିବର୍ଷ ଭଳି ଚଳିତ ବର୍ଷ ଖାନନଗର ଖପୁରିଆ ଶିଳ୍ପାଞ୍ଚଳ କମିଟି ପକ୍ଷରୁ ନୂଆ ଥିମରେ ତିଆରି ହୋଇଥିଲା ବୃନ୍ଦାବନର ବୈଷ୍ଣୋ ଦେବୀ ଧାମ ତୋରଣ।

ଚାନ୍ଦିମେଢ଼ ଏବଂ ସୁନା ମୁକୁଟରେ ବିରାଜିତ ଦେବୀ ଦୁର୍ଗାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିଥିଲା। କେବଳ କଟକ ନୁହେଁ ବିଭିନ୍ନ ଜିଲ୍ଲାରୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା।  

Tags: #DurgaPuja #Dasshera #DurgaPuja2024 #Odisha #Khannagar #DurgaPujaPandal #Cuttack #VaishnoDeviTemple

Comment