ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜୟା ଦଶମୀରେ ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଥିଲା ରାବଣପୋଡ଼ି ଉତ୍ସବ। ଏହି ଅବସରରେ ଆକର୍ଷଣୀୟ ଆତସବାଜିର ଝଲକ୍ ଦେଖିବାକୁ ମିଳିଲା।

ରାବଣ ପୋଡ଼ି ପାଇଁ କମ୍ପିଥିଲା ବରମୁଣ୍ଡା ପଡ଼ିଆ। ରାବଣ ପୋଡ଼ି ଦେଖିବା ଲାଗି ବରମୁଣ୍ଡା ପଡ଼ିଆରେ ଲୋକଙ୍କର ଭିଡ଼ ଜମିଥିଲା।

Tags: #DurgaPuja #Dasshera #DurgaPuja2024 #Odisha #Khannagar #DurgaPujaPandal #Bhubaneswar #RavanPodi

Comment