ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁର୍ଗାପୂଜା ପାଇଁ ଉତ୍ସବମୁଖର ରାଉରକେଲା ସହର। ଷ୍ଟିଲ ସିଟି ରାଉରକେଲାରେ ଜମୁଛି ଦୁର୍ଗାପୂଜା ମାହୋଲ। ସେକ୍ଟର ୨୦ ରାଇଜିଂ ପଡ଼ିଆରେ ପାଳନ ହେଉଥିବା ପୂଜାର ମୁଖ୍ୟ ଆକର୍ଷଣ ପାଲଟିଛି ବିଜୁବାବୁଙ୍କ ଡାକୋଟା ବିମାନ ଆକୃତିର ତୋରଣ।

ମା’ଙ୍କ ମୃଣ୍ମୟୀ ପ୍ରତିମାକୁ ଦର୍ଶନ କରିବା ସହ ତୋରଣ ଦେଖିବା ପାଇଁ ସହର ଏବଂ ଆଖପାଖ ଅଞ୍ଚଳର ଭକ୍ତ ଓ ସାଧାରଣ ଦର୍ଶକଙ୍କ ବେଶ ଭିଡ଼ ଦେଖିବାକୁ ମିଳିଛି।

Tags: #DurgaPuja #Dasshera #DurgaPuja2024 #Odisha #RourkelaSector20 #BijuBabuDakota #DurgaPujaPandal #odisha

Comment