ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

କୌଣସି ପରିସ୍ଥିତିରେ ହଠାତ୍‌ ଡରି ଯିବା ବା ନର୍ଭସ ହୋଇଯିବା, ଗୋଡ଼ ହାତ ଥରିବା, ଝାଳ ବାହାରିବା ପାନିକ୍‌ ଆଟାକ୍‌ର ଲକ୍ଷଣ ହୋଇପାରେ।

ତେବେ ପାନିକ୍ ଆଟାକ୍ କ’ଣ, ପାନିକ୍‌ ଆଟାକ୍‌ ହେଲେ ନିଜକୁ କେମିତି ସମ୍ଭାଳିବେ କିମ୍ବା ଆପଣଙ୍କ ପାଖରେ କାହାକୁ ପାନିକ୍‌ ଆଟାକ୍‌ ଆସିଲେ ତାଙ୍କୁ କିପରି ସାହାଯ୍ୟ କରିବେ, ସେ ସମ୍ପର୍କରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱୟଂ ପ୍ରଭା ବରାଳ କ’ଣ କହୁଛନ୍ତି ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #PanicAttack #Symptoms #Causes #Treatment #OdiaHealthTips #DoctorAdvice

Comment