ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ମୁଣ୍ଡବିନ୍ଧା ସହ ଜ୍ଵର, ଅଳସୁଆ ଲାଗିବା, କୌଣସି କାର୍ଯ୍ୟ କରିବାରେ ଅସୁବିଧା ହେବା ମେନିନଜାଇଟିସ‌ର ଲକ୍ଷଣ ହୋଇପାରେ ବୋଲି ଡାକ୍ତର କୁହନ୍ତି।

ତେବେ ମେନିନଜାଇଟିସ୍‌ କାହିଁକି ହୋଇଥାଏ, ଏହାର ଲକ୍ଷଣ କ’ଣ ଓ କିପରି ଏହାର ଚିକିତ୍ସା କରାଯାଏ, ସେ ବିଷୟରେ ମସ୍ତିଷ୍କ ରୋଗ ବିଶେଷଜ୍ଞ ଡାକ୍ତର ସ୍ଵାଗତ ମହାନ୍ତିଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Meningitis #Symptoms #Causes #Treatment #OdiaHealthTips #DoctorAdvice

Comment