ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ତ୍ୱଚା ବା ସ୍କିନରେ ଆଲର୍ଜି ଏକ ସାଧାରଣ ରୋଗ। ଏହା ବିଭିନ୍ନ କାରଣରୁ ହୋଇଥାଏ। କୌଣସି ଖାଦ୍ୟ ଖାଇବା ଦ୍ୱାରା, କସମେଟିକ ପ୍ରଡକ୍ଟ ଲଗାଇବା ଦ୍ୱାରା କିମ୍ବା ସୂର୍ଯ୍ୟ କିରଣରୁ ତ୍ୱଚାରେ ଆଲର୍ଜି ହୋଇପାରେ।
ଆଲର୍ଜି ହେଲେ ସ୍କିନ ଜଳାଇବା ସହ କୁଣ୍ଡାଇ ହେବା, ଲାଲ ପଡ଼ିଯିବା, ଛୋଟ ଛୋଟ ଦାନା ବାହାରିବା ଭଳି ଲକ୍ଷଣ ଦେଖାଯାଏ। ସମୟକ୍ରମେ ଏହା ବୃଦ୍ଧି ପାଏ ଏବଂ ଏଥିରେ ଜୀବାଣୁ ସଂକ୍ରମଣ ହେତୁ ଯନ୍ତ୍ରଣା ଦାୟକ ହୋଇଥାଏ।
ତେବେ ସ୍କିନରେ କେଉଁ ପ୍ରକାରର ଆଲର୍ଜି ହୋଇଥାଏ, ସ୍କିନରେ ଆଲର୍ଜି କାହିଁକି ହୋଇଥାଏ ଓ ଏହାର ଚିକିତ୍ସା କେମିତି କରାଯାଏ, ସେ ସମ୍ପର୍କରେ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱାତୀ ଷଡ଼ଙ୍ଗୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #SkinAllergy #Causes #Symptoms #Treatment #OdiaHealthTips #DoctorAdvice