ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ମସ୍କୁଲାର ଡିଷ୍ଟ୍ରୋଫି ଏକ ଆନୁବଂଶିକ ରୋଗ, ଯାହା ମଣିଷ ଶରୀରର ମାଂସପେଶୀକୁ ପ୍ରଭାବିତ କରିଥାଏ। ଏହି ରୋଗ ହେଲେ ମାଂସପେଶୀ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗେ। ଏହା ଦ୍ୱାରା ସୁସ୍ଥ ମାଂସପେଶୀ ବିକାଶ ପାଇଁ ଆବଶ୍ୟକ ପ୍ରୋଟିନ୍ ଉତ୍ପାଦନରେ ବାଧା ସୃଷ୍ଟି ହୋଇଥାଏ।
ମସ୍କୁଲାର ଡିଷ୍ଟ୍ରୋଫିର ବିଭିନ୍ନ ଲକ୍ଷଣ ରହିଛି। ଯେପରିକି ଚାଲି ନପାରିବା, କୌଣସି ବସ୍ତୁ ଧରିବାରେ ଅସମର୍ଥ ହେବା ବା ହୃଦୟ ଜନିତ ସମସ୍ୟା ଆଦି ଦେଖାଦେବା।
ତେବେ ମସ୍କୁଲାର ଡିଷ୍ଟ୍ରୋଫି କେତେ ପ୍ରକାରର, ମସ୍କୁଲାର ଡିଷ୍ଟ୍ରୋଫିକୁ କିପରି ଚିହ୍ନିବେ ଓ ଏହାର ଚିକିତ୍ସା କେମିତି କରାଯାଏ, ସେ ସମ୍ପର୍କରେ ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱାଗତ ମହାନ୍ତିଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #MuscularDystrophy #Causes #Symptoms #Treatment #OdiaHealthTips #DoctorsAdvice