ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଭୁବନେଶ୍ଵରର ଅମ୍ରିତ ଆଚାର୍ଯ୍ୟ। ପ୍ରଥମ ଚେଷ୍ଟାରେ ତାଙ୍କୁ ମିଳିଛି ଏହି ସଫଳତା। ୨୦୨୨ ମସିହା ଓସିଏସ ପରୀକ୍ଷାରେ ୭୧ ନମ୍ବର ରାଙ୍କରେ ରହିଛନ୍ତି ଅମ୍ରିତ।

ଅକ୍ଳାନ୍ତ ପରିଶ୍ରମ ଓ ଏକାଗ୍ରତା ପାଇଁ ତାଙ୍କୁ ଓସିଏସ ପରୀକ୍ଷାରେ ସଫଳତା ମିଳିପାରିଛି ବୋଲି ଅମ୍ରିତ କୁହନ୍ତି।

ସାଧାରଣ ଲୋକଙ୍କୁ ସେମାନଙ୍କ ଅଧିକାର ବିଷୟରେ ଅବଗତ କରାଇବାକୁ ଲକ୍ଷ୍ୟ ରଖିଛନ୍ତି ଅମ୍ରିତ। ବାରମ୍ବାର ବିଫଳତାକୁ ନେଇ ଭାଙ୍ଗ ନପଡ଼ି ଭୁଲ ସୁଧାରିବାକୁ ଚେଷ୍ଟା କରିବାର ଆବଶ୍ୟକତା ରହିଛି ବୋଲି ସେ କୁହନ୍ତି। ଅମ୍ରିତଙ୍କ ସଫଳତାର ମନ୍ତ୍ର ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #SuccessStory #AmritAcharya #Topper #OAS #OCS #OPSC

Comment