ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପରୀକ୍ଷା ଆସିଲେ ପିଲାଙ୍କ ଟେନସନ ବଢ଼ିଯାଏ। ପରୀକ୍ଷା ସମୟରେ ପିଲାମାନଙ୍କଠାରେ ଚାପ ଅନୁଭବ ହେବା ସ୍ୱାଭାବିକ। ହେଲେ କେତେକ ସମୟରେ ପିଲାମାନଙ୍କଠାରେ ଏତେ ଷ୍ଟ୍ରେସ୍‌ ବଢ଼ିଯାଏ ଯେ, ସେମାନେ ପରୀକ୍ଷାରେ ସଠିକ ପ୍ରଦର୍ଶନ କରିପାରନ୍ତି ନାହିଁ।

ତେଣୁ ପରୀକ୍ଷା ସମୟରେ ଅଭିଭାବକମାନେ ବିଶେଷ ଯତ୍ନବାନ ହେବା ଆବଶ୍ୟକ। ତେବେ ପରୀକ୍ଷା ସମୟରେ ପିଲାଙ୍କଠାରେ କେଉଁଭଳି ଚାପ ଥାଏ, ଷ୍ଟ୍ରେସ ଯୋଗୁଁ ପିଲାଙ୍କ ଉପରେ କେଉଁଭଳି ପ୍ରଭାବ ପଡ଼ିଥାଏ, ପରୀକ୍ଷା ସମୟରେ ପିଲାଙ୍କୁ କେମିତି ସମ୍ଭାଳିବେ ଅଭିଭାବକ, ଏ ସମ୍ପର୍କରେ ମନସ୍ତତ୍ୱବିତ୍‌ ନିଧି ଗର୍ଗଙ୍କଠାରୁ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #ExamPressure #Exam #ChildCare #OdiaHealthTips #DoctorsAdvice

Comment