ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଅଧିକାଂଶ ଲୋକ କାନ୍ଧ ଯନ୍ତ୍ରଣା, କାନ୍ଧରେ ଷ୍ଟିଫ୍‌ନେସ୍‌ ବା କାନ୍ଧ ଉପରକୁ ଉଠାଇବାରେ କଷ୍ଟ ଅନୁଭବ କରିଥାଆନ୍ତି। ତେବେ ଏହି ସମସ୍ୟା ଫ୍ରୋଜେନ୍‌ ସୋଲଡର ନୁହେଁ। ଏହାକୁ ରୋଟେଟର କଫ୍‌ ଟେଣ୍ଡିନୋପାଥୀ କୁହାଯାଏ।

ତେବେ କେଉଁ କାରଣରୁ କନ୍ଧରେ ଯନ୍ତ୍ରଣା ହୁଏ, ଫ୍ରୋଜେନ ସୋଲଡରକୁ କେମିତି ଚିହ୍ନିବେ ଓ କାନ୍ଧ ଯନ୍ତ୍ରଣାର ଚିକିତ୍ସା କେମିତି କରାଯାଏ, ସେ ସମ୍ପର୍କରେ ବିଶିଷ୍ଟ ଅସ୍ଥି ରୋଗ ବିଶେଷଜ୍ଞ ଡାକ୍ତର ଚନ୍ଦନ କୁମାର ପଣ୍ଡାଙ୍କଠାରୁ ଅଧିକ ଜାଣିବା ପାଇଁ  ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #RotatorCuffTendinopathy #ShoulderStiffness #HealthCare #OdiaHealthTips #DoctorsAdvice

Comment