ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଡାଏବେଟିସ୍ ରୋଗୀଙ୍କଠାରେ ବିଭିନ୍ନ ପ୍ରକାରର ଦାନ୍ତ ସମସ୍ୟା ଦେଖାଦେଇଥାଏ। ଶରୀରରେ ରକ୍ତ ଶର୍କରାକୁ ନିୟନ୍ତ୍ରଣ ନକଲେ ଜଟିଳତା ସ୍ଵରୂପ ଏହା ବିଭିନ୍ନ ଦାନ୍ତ ରୋଗ ଯଥା, ଦାନ୍ତ ପୋକ ଖାଇବା, ମାଢ଼ି ରୋଗ, ପାଟିରୁ ଦୁର୍ଗନ୍ଧ ବାହାରିବା ଭଳି ସମସ୍ୟା ଦେଖାଦେଇପାରେ।
ତେବେ ଡାଏବେଟିସ ରୋଗୀଙ୍କ ଦାନ୍ତ ସମସ୍ୟା କେମିତି ଦୂର ହେବ, ସେ ସମ୍ପର୍କରେ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଲିପ୍ସା ମିଶ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #DentalProblem #Diabetes #Treatment #HealthCare #OdiaHealthTips #DoctorsAdvice