ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଶରୀରରେ କ୍ୟାଲ୍‌ସିୟମ୍‌, ସୋଡିୟମ୍‌, ପୋଟାସିୟମ୍‌, ମାଙ୍ଗାନିଜ୍‌ ଭଳି ଅନେକ ପ୍ରକାରର ଇଲେକ୍ଟ୍ରୋଲାଇଟ୍‌ ଥାଏ, ଯାହା ଶରୀରକୁ ସଠିକ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ। ଏହା ମଧ୍ୟରୁ ଯେକୌଣସି ବି ଇଲେକ୍ଟ୍ରୋଲାଇଟ୍‌ର ଅସନ୍ତୁଳନ ହେଲେ ଶରୀରର କାର୍ଯ୍ୟକାରିତା ଉପରେ ପ୍ରଭାବ ପଡ଼ିଥାଏ ବୋଲି ଡାକ୍ତର କୁହନ୍ତି।

ତେବେ ଶରୀରରେ ଇଲେକ୍ଟ୍ରୋଲାଇଟ ଅସନ୍ତୁଳନକୁ କିପରି ରୋକିବେ, ଇଲେକ୍ଟ୍ରୋଲାଇଟ୍ ଅସନ୍ତୁଳନ ଚିକିତ୍ସାରେ ଓଆରଏସର ଭୂମିକା କ’ଣ, ସେ ସମ୍ପର୍କରେ ବିଶିଷ୍ଟ ଭେଷଜ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Electrolyte #ElectrolyteImbalance #Treatment #HealthCare #OdiaHealthTips #DoctorsAdvice

Comment