ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ମହିଳାଙ୍କର ପେଲଭିକ୍‌ ମାଂସପେଶୀ ଦୁର୍ବଳ ହୋଇଗଲେ ଜରାୟୁ ଖସିଯାଏ। ଏହାକୁ ଜରାୟୁ ଖସିଯିବା ବା ୟୁଟେରାଇନ୍‌ ପ୍ରୋଲାପ୍ସ ବୋଲି କୁହାଯାଏ।

ତେବେ କେଉଁ ବୟସର ମହିଳାଙ୍କ ଜରାୟୁ ତଳକୁ ଖସିବାର ଆଶଙ୍କା ଅଧିକ, କେଉଁମାନଙ୍କର ଜରାୟୁ ଖସିବାର ଅଧିକ ସମ୍ଭାବନା ଥାଏ, ଜରାୟୁ ଖସିବାର ଲକ୍ଷଣ କ’ଣ ଓ କିପରି ଏହାର ଚିକିତ୍ସା କରାଯାଏ, ସେ ବିଷୟରେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଭାରତ ଭୂଷଣଙ୍କଠାରୁ ଅଧିକ ଜାଣିବା ପାଇଁ  ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #UterineProlapse #Causes #Treatment #HealthCare #OdiaHealthTips #DoctorsAdvice

Comment