ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପରିସ୍ରା ଥଳିରେ କ୍ୟାନ୍ସର ହେବାକୁ ବ୍ଲାଡର କ୍ୟାନ୍ସର କୁହାଯାଏ। ଏହାର କାରଣ ଜେନେଟିକ୍‌ ହୋଇପାରେ କିମ୍ବା ତମ୍ବାଖୁ, ଧୂମପାନ ଯୋଗୁଁ ମଧ୍ୟ ପରିସ୍ରା ଥଳିରେ କ୍ୟାନ୍ସର ହୋଇପାରେ ବୋଲି ଡାକ୍ତର କୁହନ୍ତି।

ତେବେ ବ୍ଲାଡର କ୍ୟାନ୍ସର କାହିଁକି ହୁଏ, ବ୍ଲାଡର କ୍ୟାନ୍ସରର ପ୍ରାଥମିକ ଲକ୍ଷଣ କ’ଣ, କେଉଁମାନଙ୍କୁ ବ୍ଲାଡର କ୍ୟାନ୍ସର ହେବାର ଆଶଙ୍କା ରହିଛି ଓ କେମିତି ଏହାର ଚିକିତ୍ସା କରାଯାଏ, ସେ ସମ୍ପର୍କରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ସୁମନ୍ତ କୁମାର ମିଶ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #UrinaryBladderCancer #Causes #Treatment #HealthCare #OdiaHealthTips #DoctorsAdvice

Comment