ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଅତ୍ୟଧିକ ଚର୍ବିଜାତୀୟ ତଥା ତେଲମସଲା ଯୁକ୍ତ ଖାଦ୍ୟ ଖାଇବା ଫଳରେ ଆମ ଶରୀରରେ କୋଲେଷ୍ଟେରୋଲର ମାତ୍ରା ବଢ଼ିଯାଇଥାଏ। ଯଦି ଶରୀରରେ କୋଲେଷ୍ଟେରୋଲର ମାତ୍ରାକୁ ନିୟନ୍ତ୍ରଣ କରିବେ ନାହିଁ, ତେବେ ଏହା ଡାଏବେଟିସ୍, ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ଦୂରାରୋଗ୍ୟ ରୋଗ ସୃଷ୍ଟି କରିପାରେ ବୋଲି ଡାକ୍ତର କୁହନ୍ତି।
ତେବେ କୋଲେଷ୍ଟେରୋଲର ମାତ୍ରାକୁ କିପରି ନିୟନ୍ତ୍ରଣ କରିବେ, କୋଲେଷ୍ଟେରୋଲ ଶରୀର ପାଇଁ କେତେ ଖରାବ, ଭଲ କୋଲେଷ୍ଟେରୋଲ ଓ ଖରାପ କୋଲେଷ୍ଟେରୋଲ କ’ଣ, ଶରୀରରେ କୋଲେଷ୍ଟେରୋଲର ମାତ୍ରା ବଢ଼ିଲେ କ’ଣ ସବୁ ଅସୁବିଧା ହୋଇପାରେ, ସେ ସମ୍ପର୍କରେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Cholesterol #CholesterolManagement #Causes #Treatment #HealthCare #OdiaHealthTips #DoctorsAdvice