ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଶୀତଦିନ ଆରମ୍ଭ ହେଲେ ଥଣ୍ଡା, କାଶ, ଜ୍ୱର, ସର୍ଦ୍ଦି, ଛିଙ୍କ ଭଳି ଅନେକ ସମସ୍ୟା ଦେଖାଦିଏ। ଅନେକଙ୍କଠାରେ ଥଣ୍ଡାରୋଗ ବହୁଦିନ ଧରି ଲାଗିରୁହେ।

ତେବେ ଶୀତଦିନରେ ଥଣ୍ଡାଜନିତ ସମସ୍ୟା କାହିଁକି ହୁଏ, ଶୀତଦିନେ ଥଣ୍ଡା ଜ୍ୱର ହେଲେ କେମିତି ନିଜର ଯତ୍ନ ନେବେ, ଛୋଟ ପିଲା ଓ ବୟସ୍କ ଲୋକଙ୍କ ଯତ୍ନ କେମିତି ନେବେ, ସେ ସମ୍ପର୍କରେ ଡାକ୍ତର ଏସ୍‌ ସାଇଦର୍ଶିନୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Winter #WinterColdAndCough #WinterCare #HealthCare #OdiaHealthTips #DoctorAdvice

Comment