ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆମ ପେଟରେ ଥିବା ଗ୍ୟାଷ୍ଟ୍ରିକ୍‌ ଗ୍ରନ୍ଥିଗୁଡ଼ିକ ଏସିଡ୍‌ ସୃଷ୍ଟି କରେ, ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ। ଯେତେବେଳେ ଗ୍ୟାଷ୍ଟ୍ରିକ୍‌ ଗ୍ରନ୍ଥି ହଜମ ପ୍ରକ୍ରିୟାଠାରୁ ଅଧିକ ଏସିଡ୍‌ ସୃଷ୍ଟି କରେ, ସେତେବେଳେ ଆମ୍ବିଳା ହାକୁଡ଼ି ଆସେ, ଛାତି ଜଳେ ଓ ଅରୁଚି ଲାଗେ। ଏହାକୁ ଜିଇଆର୍‌ଡି ବୋଲି କୁହାଯାଏ।

ତେବେ ଆମ୍ବିଳା ହାକୁଡ଼ି କାହିଁକି ହୁଏ, ସବୁବେଳେ ଆମ୍ବିଳା ହାକୁଡ଼ି ହେଲେ କ’ଣ ଅସୁବିଧା ହୋଇପାରେ, ନିୟମିତ ଆମ୍ବିଳା ହାକୁଡ଼ି ହେଉଥିଲେ କ’ଣ ଖାଇବେ, କ’ଣ ନୁହେଁ, ସେ ସମ୍ପର୍କରେ ଡାକ୍ତର ଶୁଭଶ୍ରୀ ଶୁଭଦର୍ଶିନୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #SulfurBurps #HealthCare #OdiaHealthTips #Causes #Symptoms #Treatment #DoctorAdvice

Comment