ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ସମୟରେ ଜଙ୍କଫୁଡ୍‌, ଫାଷ୍ଟଫୁଡ୍‌ ଏବଂ ବ୍ୟାୟାମର ଅଭାବ ଯୋଗୁଁ ଅଧିକାଂଶ ଲୋକଙ୍କର ମେଦବହୁଳତା ଓ ବଡ଼ ପେଟ ଭଳି ସମସ୍ୟା ଦେଖାଦେଉଛି। ସେମାନେ ପେଟ କମାଇବା ପାଇଁ ବିଭିନ୍ନ ଡାଏଟ୍‌, ଏକ୍ସରସାଇଜ୍‌, ଫାଷ୍ଟିଂ ଆଦି କରିଥାଆନ୍ତି। ହେଲେ ସେଥିରୁ ତାଙ୍କୁ କୌଣସି ସୁଫଳ ମିଳିନଥାଏ।

ତେବେ କେମିତି କମିବ ପେଟର ଚର୍ବି, ପେଟ ଚର୍ବି କମାଇବାକୁ କ’ଣ ଖାଇବେ କ’ଣ ନୁହେଁ, ସେ ସମ୍ପର୍କରେ ଡାଏଟିସିଆନ୍‌ ମୌସୁମୀ ମିଶ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #BellyFat #Causes #HealthCare #OdiaHealthTips #DoctorsAdvice

Comment