ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଅଧିକାଂଶ ସମୟରେ ଅସାବଧାନତା କାରଣରୁ ଗର୍ଭ ରହିବାର ସମ୍ଭାବନା ଥାଏ। ଅନିଛା ସତ୍ତ୍ୱେ ଗର୍ଭଧାରଣକୁ ନେଇ କିଛି ମହିଳାଙ୍କର ଚିନ୍ତା ବଢ଼ିଯାଏ।

ତେବେ ଗର୍ଭ ଚାହୁନଥିଲେ କ’ଣ କରିବେ, କେଉଁ ଗର୍ଭନିରୋଧ ବ୍ୟବହାର କରିବେ, ଗର୍ଭ ନିରୋଧକ ପଦ୍ଧତି ତେକେ ପ୍ରକାର ଓ ଅବାଞ୍ଛିତ ଗର୍ଭଧାରଣକୁ କିପରି ରୋକିବେ, ସେ ସମ୍ପର୍କରେ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ପାଣିଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #UnwantedPregnancy #HealthCare #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here