ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପ୍ରସବ ପରବର୍ତ୍ତୀ ସମୟ ମା’ଙ୍କର ସାମଗ୍ରିକ ସୁସ୍ଥତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ଏକ ସୁସ୍ଥ ଏବଂ ସନ୍ତୁଳିତ ଖାଦ୍ୟ ଉଭୟ ମା’ ଓ ଶିଶୁକୁ ପୋଷଣ ଦେଇଥାଏ।

ତେବେ ପ୍ରସବ ପରେ ମା’ଙ୍କ ଡାଏଟ୍ ପ୍ଲାନ୍ କେମିତି ହେବା ଆବଶ୍ୟକ, ମା’ କ’ଣ ଖାଇବେ କ’ଣ ନୁହେଁ, ସେ ସମ୍ପର୍କରେ ଡାଏଟିସିଆନ ନିହାରିକା ଦାଶଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #PostPregnancy #MotherCare #Diet #HealthCare #OdiaHealthTips #DoctorAdvice

Comment