ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡ୍‌ସ ଦିବସ ଭାବେ ପାଳନ କରାଯାଉଛି। ଏଡ୍‌ସ ରୋଗର ଭୟାବହତା ବିଷୟରେ ଜନସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ରହିଛି।

ତେବେ ଏଡ୍‌ସ ରୋଗ କ’ଣ, କାହିଁକି ହୁଏ, ଏଡ୍‌ସ ରୋଗର ଲକ୍ଷଣକୁ କେମିତି ଚିହ୍ନିବେ ଏବଂ ଏଡ୍‌ସ ସଂକ୍ରମଣକୁ କେମିତି ରୋକିବେ, ସେ ସମ୍ପର୍କରେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଅଧିକ ଜାଣିବା ପାଇଁ  ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #AIDS #WorldAIDSDay #Awareness #HealthyLife #WHO #Infection #OdiaHealthTips

Comment