ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ହେପାଟାଇଟିସ୍-ବି ହେଉଛି ହେପାଟାଇଟିସ୍ ବି ଭାଇରସ୍ (ଏଚ୍‌ବିଭି) ଦ୍ଵାରା ସୃଷ୍ଟି ହେଉଥିବା ଜୀବାଣୁ ସଂକ୍ରମଣ, ଯାହା ଲିଭର ବା ଯକୃତକୁ ପ୍ରଭାବିତ କରେ। ଏହି ସଂକ୍ରମଣ ଦ୍ୱାରା ଲିଭର ସିରୋସିସ୍‌, ଲିଭର କ୍ୟାନ୍ସର ଭଳି ସମସ୍ୟା ହୋଇପାରେ। ହେଲେ ଟିକାକରଣ ଦ୍ୱାରା ହେପାଟାଇଟିସ୍‌କୁ ରୋକାଯାଇପାରିବ ବୋଲି ଡାକ୍ତର କୁହନ୍ତି।

ତେବେ ହେପାଟାଇଟିସ-ବି କ’ଣ ଓ ଏହା କାହିଁକି ହୁଏ, ହେପାଟାଇଟିସ୍-ବିର ଲକ୍ଷଣକୁ କେମିତି ଚିହ୍ନିବେ ଏବଂ ଏହାର ଚିକିତ୍ସା କେମିତି କରାଯାଏ, ସେ ବିଷୟରେ ପେଟ ରୋଗ ବିଶେଷଜ୍ଞ ଡାକ୍ତର ସମୀର କୁମାର ହୋତାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #HepatitisB #Causes #Treatment #DoctorAdvice #OdiaHealthTips

Comment